GST ଚୋରି ରାକେଟ୍ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ
ଜୟପୁର : ରାଜସ୍ଥାନରେ ଏକ ଜିଏସ୍ଟି ଠକେଇ ରାକେଟ୍ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…