Latest Odisha News

BREAKING NEWS

Browsing Tag

Guinness World Record

ସର୍ବାଧିକ ହଲିଉଡ ଚଳଚ୍ଚିତ୍ର କରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ଭାରତୀୟ ଅଭିନେତା

ମୁମ୍ବାଇ: ଇରଫାନ୍ ଖାନ୍ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମିସ୍ କରନ୍ତି। ବର୍ଷ ବର୍ଷ ଧରି ବଲିଉଡ ଆମକୁ ଅନେକ ମହାନ ଚଳଚ୍ଚିତ୍ର ଦେଇଛି। ଆଲିଆ ଭଟ୍ଟ, ସାମନ୍ଥା ଋଥ ପ୍ରଭୁ, ପ୍ରିୟଙ୍କା ଚୋପ୍ରା, ଇରଫାନ ଖାନ, ଦୀପିକା ପାଦୁକୋନଙ୍କ ସମେତ ଅନେକ…

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ…

ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି । ତାଙ୍କର ଏପରି କୌଶଳ କୌଣସି ସୁପର ହିରୋଠାରୁ ବି କମ୍‌ ନ ଥାଏ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।…

ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ବାଲାନ୍ସ, ବିଶ୍ୱ ରେକର୍ଡ କଲେ ବଲାଙ୍ଗିର ଯୁବକ

ବଲାଙ୍ଗିର: ଆପଣ ଗୋଟିଏ ହାତ ଆଙ୍ଗୁଠିରେ ହକି ଷ୍ଟିକ୍ ଧରି ପାରିବେ କି ? ଯଦି ଧରି ରଖିପାରିବେ କେତେ ସମୟ ? ବୋଧେ କିଛି ମିନିଟ୍ ବି ବାଲାନ୍ସ କରି ରଖିବା ଅନେକଙ୍କ ପାଇଁ ମୁସ୍କିଲ ହୋଇଯିବ । କିନ୍ତୁ ଏହି ମୁସ୍କିଲ କାମ କରି ଓଡ଼ିଶାର ଜଣେ ଯୁବକ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଗୋଟିଏ…