Latest Odisha News

BREAKING NEWS

Browsing Tag

Gujarat Government

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

ସୁରଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଦହେଜ ଇଷ୍ଟ୍ରିଆଲ ଅଂଚଳର ଏକ ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ମାତ୍ର ୫୦୦ ଟଙ୍କାକୁ କମିଲା ହେଲମେଟ୍ ଫାଇନ୍; ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି

ଅହମ୍ମଦାବାଦ: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ଉଲଘଂନକାରୀଙ୍କୁ କଡାକଡି ଭାବେ ଫାଇନ୍ ଆଦାୟ କରାଯାଉଥିବା ବେଳେ ଗୁଜୁରାଟରେ ଟ୍ରାଫିକ୍ ଫାଇନରେ ପରିବର୍ତ୍ତନ କରିଛନ୍ତି ସରକାର । ଗାଡି ଚାଳକ ହେଲମେଟ୍ ଓ ସିଟ୍ ବେଲ୍ଟ ନପିନ୍ଧିଥିଲେ ସେମାନଙ୍କ ଠାରୁ ଏବେ ୫ଶହ ଟଙ୍କା…

ବାତ୍ୟା ବାୟୁ: ଦୁର୍ବିପାକ ପରିଚାଳନା ନେଇ ଓଡିଶାର ପରାମର୍ଶ ଲୋଡିଲା ଗୁଜୁରାଟ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ ‘ବାୟୁ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ ଉପକୂଳରେ ମାଡ ହେବାକୁ ଥିବାବେଳେ ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ସହାୟତା ଲୋଡିଛି ଗୁଜୁରାଟ । ଏନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜେଏନ୍ ସିଂହ ବୁଧବାର ଦିନ ଓଡିଶାର ମୁଖ୍ୟ ଶାସନ ସଚିବ…