Latest Odisha News
Browsing Tag

Gujurat Surat

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ। ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା…

ନିଜ ଓଜନର ରୁପା ଦାନ କଲେ ବିଜେପି ନେତା !

ସୁରଟ: ନିକିତିର ଗୋଟିଏ ପଟେ ବିଜେପି ନେତା ଓ ଆଉ ଗୋଟଏ ପଟେ ରୁପା ଇଟା । ନିଜ ଓଜନର ଦାନ କଲେ ରୁପା । ଗୁଜରାଟର ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ ଏହି ରୁପା ଦାନ କରିଛନ୍ତି । ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇ ଏହି ଦାନ…

ଡାଇମଣ୍ଡ ମାସ୍କ, ଦାମ ଦେଢ଼ ଲକ୍ଷରୁ ଚାରି ଲକ୍ଷ

ଗୁଜରାଟ: କରୋନା ଯୋଗୁ ମାସ୍କର ଚାହିଦା ବଢ଼ିଛି । ଘରୁ ବାହାରିଲେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଡାଇମଣ୍ଡ ମାସ୍କ କଥା କେବେ ଶୁଣି ନଥିବେ କି ଦେଖି ନଥିବେ । କିନ୍ତୁ ଏଭଳି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଗୁଜରାଟ ସୁରତରେ ଜଣେ ହୀରା ବ୍ୟବସାୟୀ ।…