Latest Odisha News

BREAKING NEWS

Browsing Tag

Gun Firing

ବେଙ୍ଗାଲୁରୁ ଲକ୍‌-ଡାଉନ୍‌: ପ୍ରଥମେ ଗିରଫ, ପରେ ଗୁଳିମାଡ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍‌-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ । ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍‌-ଡାଉନ୍‌ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍…

ଜଗତସିଂହପୁରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଯୁବକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭଳ ଗ୍ରାମରେ କୌଣସି କାରଣବଶତଃ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ପରେ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ବାଲିକୁଦା ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି ।…

ଖୋର୍ଦ୍ଧା କ୍ଲିନିକର ଗୁଳିକାଣ୍ଡ ପଛରେ ସୁପାରି କିଲରର ହାତ: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କ୍ଲିନିକ୍ ଉପରେ ହୋଇଥିବା ଗୁଳିମାଡ ଘଟଣା ପଛରେ ସୁପାରି କିଲରର ହାତଥିବା ନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଦାବି କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ତଳେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ…