Latest Odisha News

BREAKING NEWS

Browsing Tag

gun

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ୫ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଯାଜପୁର: ଡକାୟତି ଯୋଜନା ପଣ୍ଡ, ୫ ଗିରଫ । ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି । ଛତିଆ ସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଡକାୟତି ନେଇ ଯୋଜନା କରୁଥିବା ବେଳେ ବୈରୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି…

ଅପରାଧ ଘଟାଇବା ପୂର୍ବରୁ ଭବାନୀ ମଲ୍ ଆଗରେ ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର: ମାର୍କେଟରେ ବୁଲୁଛି ମାଉଜର । ରାଜଧାନୀରେ ଅପରାଧ ଘଟାଇବା ପାଇଁ ସୁଯୋଗ ଖୋଜୁଛନ୍ତି ଅପରାଧୀ । ସହିଦନଗର ଥାନା ଭବାନୀ ମଲ୍ ନିକଟରେ ଅପରାଧ ଓ ଡକାୟତି ଯୋଜନା ବେଳେ ପୋଲିସ ହାତରେ ୩ ଅଭିଯୁକ୍ତ ଧରା ପଡ଼ିଛନ୍ତି । ସେମାନଙ୍କ ଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଏବଂ…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…

ଚୋରଙ୍କୁ ନାହିଁ କରୋନାକୁ ଡର, କୋଟିଏ ଟଙ୍କାର ଜେମ୍ସ ବଣ୍ଡ ବନ୍ଧୁକ ଚୋରି !

ଲଣ୍ଡନ: କରୋନାକୁ ଖାତିର କଲେନି ଚୋର । ଲୁଟିନେଲେ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜିର ୫ଟି ମୂଲ୍ୟବାନ ବନ୍ଧୁକ । ଚଳିତ ବର୍ଷ ଜେମ୍ସ ବଣ୍ଡ ଫିଲ୍ମ ଫ୍ରାଂଚାଇଜି ପାଇଁ ଏତେଟା ଶୁଭଙ୍କର ନୁହଁ । ପ୍ରଥମେ ଡାନିଏଲ୍ କ୍ରେଗ୍‌ଙ୍କ ଫାଇନାଲ ବଣ୍ଡ ସିରିଜ ମୁଭି “ନୋ ଟାଇମ୍ ଟୁ ଡାଇ” ର ରିଲିଜ ଡେଟ୍…