ମୁଁ ବିନ୍ଦାସ ଥିଲି; ତୁମକୁ ବିବାହ କରି ମୋ ଜୀବନ ନର୍କ ହେଇଗଲା…
ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ଜଣେ ୨୬ ବର୍ଷୀୟ ନବବିବାହିତ ମହିଳା ଡାକ୍ତର ପ୍ରତୀକ୍ଷା ଭୁସାରେ ଆତ୍ମହତ୍ୟା କରିଛନ୍ତି।
ସୁଇସାଇଡ୍ ନୋଟ୍ ଅନୁଯାୟୀ, ମୁଁ ବିନ୍ଦାସ ଥିଲି, ଆତ୍ମନିର୍ଭର ମଧ୍ଯ। ତୁମେ ମୋ ଜୀବନକୁ ଆସିଲ, ମୋ ଜୀବନକୁ ନର୍କ କରିଦେଲ ।ତୁମ ପ୍ରେମରେ…