Latest Odisha News
Browsing Tag

have you seen kashipur

କାଶୀପୁର ଦେଖିଛ ?

ଡାକ୍ତର ଅଭୟ ଦାଶ ଓଡ଼ିଆ ,କହିଲେ ଯେମିତି ଆମେ ନିଆଁରେ ମୁତିଛୁ ! କ'ଣ କରିଦେଲୁକି? ନିଇତି ଶୁଣୁଛୁ କଳାହାଣ୍ଡି, କାଶୀପୁର। ଟାକୁଆ ଖେଚେଡି,ପିଲା ବିକ୍ରି। ମୁଁ ବି ଦେଖିନି, ଦେଖିବା ସୁଯୋଗ ପାଇନି। ପେଟ ପାଇଁ ଜୀବନର ପଚାଶବର୍ଷ ବିତାଇ ଦେଲିଣି ଦିଲ୍ଲୀ ନଗରୀରେ। ସରକାରୀ ଚାକିରି…