ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କ ଅନିୟମିତ ଉପସ୍ଥାପନା ଉପରେ ନଜର ରଖିବା ଲାଗି ଓଡିଶା ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ବ୍ୟବସ୍ଥା କରାଯିବ।
ଗତ ସୋମବାର ଠାରୁ ଲାଗୁ ହୋଇଥିବା ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ରେକର୍ଡିଂ ସିଷ୍ଟମ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ…