Latest Odisha News
Browsing Tag

hijab

ବିନା ହିଜାବରେ ଗୀତ ଗାଉଥିଲେ ସିଙ୍ଗର, ଉଠାଇନେଲା ପୋଲିସ

ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି। ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି।…

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ

ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଇରାନରେ ହିଜାବ ଏବଂ ଡ୍ରେସ କୋଡ୍ ସମ୍ବନ୍ଧରେ କଡା ନିୟମ ଅଛି…

କର୍ଣ୍ଣାଟକରେ ହିଜାବ ପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ

ଉଡୁପି: କଲେଜ କୁ ହିଜାବ ପିନ୍ଧି ଯିବାରୁ ଦୁଇ ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାରେ ବିଦ୍ୟୋଦୟ ପିୟୁ କଲେଜରୁ ଆଲିଆ ଅସଦି ଓ ରେଶମଙ୍କୁ ପରୀକ୍ଷା ହଲ ଭିତରକୁ ପ୍ରବେଶ ମିଳିନି । କର୍ଣ୍ଣାଟକ ହାଇକୋର୍ଟ ହିଜାବ…

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ…

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜରେ ମିଳୁନି ଏଣ୍ଟ୍ରି

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଦୁପିସ୍ଥିତ ମହିଳା କଲେଜର ୬ ଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧିଥିବାରୁ କଲେଜ ପ୍ରଶାସନ ସେମାନଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ମାମଲା କର୍ଣ୍ଣାଟକର ବାଙ୍ଗାଲୋର ଠାରୁ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଉଡୁପିରେ…