ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ
ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର…