Latest Odisha News

BREAKING NEWS

Browsing Tag

Himachal Pradesh

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର…

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ

ଶିମଳା: ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶିମଳାର ରିଜ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଖୁଙ୍କ ସହ କଂଗ୍ରେସ ନେତା ଓ ପ୍ରତିଭା ସିଂହଙ୍କ ଘନିଷ୍ଠ ମୁକେଶ ଅଗ୍ନିହୋତ୍ରୀ ଉପ…

ମୁଖ୍ୟମନ୍ତ୍ରୀ ରେସରୁ ଓହରି ଗଲେ ପ୍ରତିଭା ସିଂ

ଶିମିଲା: ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ବିବାଦର ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିବା ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଓହରି ଯାଇଥିବା ସୂଚନା ମିଳିଛି । ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା…

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ । ନଭେମ୍ୱର ୧୨ରେ…

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନୂଆ ସରକାର ଲାଗି ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହିମାଚଳ ବିଧାନସଭା…

ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଚଣ୍ଡିଗଡ଼: ସାମ୍ବାଦିକ ଦେବେ କ୍ୟାରେକ୍ଟର ସାର୍ଟିଫିକେଟ୍ । ନହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମନା । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ହିମାଚଳ ଗସ୍ତରେ ଯିବେ । ଏହି ସମୟରେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ପାସ୍ ଆବେଦନ କରିଥିବା…

ହିମାଚଳ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ମିଳିବ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 16 ଜଣ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍‍ଏନଆରଏଫ୍‍)ରୁ ପ୍ରତ୍ୟେକ ମୃତକଙ୍କ…

ହିମାଚଳ ପ୍ରଦେଶ ଚମ୍ବାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୮ ମୃତ, ୧୧ ଆହତ 

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ବଡ ଧାରଣା ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ଘରୋଇ ବସ୍ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଚମ୍ବାରୁ ତିସା କଲୋନୀ…

ହିମାଳୟ ପାଦଦେଶରେ ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ଚିତ୍ର ଆଙ୍କିଲେ ଚିତ୍ରଶିଳ୍ପୀ

ଧର୍ମଶାଳା : ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ଚିତ୍ରଶିଳ୍ପୀ । ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ନିଜ କାନଭାସରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ଏ ହେଉଛି ହିମାଳୟ ପାଦଦେଶର କାଙ୍କଡା ଜିଲ୍ଲା ଭାଗସୁନାଗର ଚିତ୍ର । ଏଠାରେ ଚାଲିଛି ଶୀତ ଦିନିଆ ଚିତ୍ରକଳା କର୍ମଶାଳା । ଏହାକୁ କାଙ୍ଗଡା…

ଜଣେ ବ୍ୟକ୍ତିଙ୍କୁ ଛାଡି ଏହି ଗାଁର ସମସ୍ତେ କରୋନା ପଜିଟିଭ ଚିହ୍ନଟ

ମନାଲି: ହିମାଚଳ ପ୍ରଦେଶର ଲାହାଉଲ୍ ଭ୍ୟାଲିରେ ଥିବା ଥୋରାଙ୍ଗ ଭିଲେଜର ଜଣେ ବ୍ୟକ୍ତିଙ୍କୁ ଛାଡି ସମସ୍ତ ଗ୍ରାମବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥଳେ ଉକ୍ତ ଗ୍ରାମର ୫୨ ବର୍ଷୀୟ ଭୂଷଣ ଠାକୁର କରୋନା ସଂକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରିକି ଜନସଂଖ୍ୟା…