Latest Odisha News

BREAKING NEWS

Browsing Tag

Himachalpradesh

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି…

ହିମାଚଳ ପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ପ୍ରିୟଙ୍କା ଗାନ୍ଧି

ସିମଲା:   ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ତୁଟୁନି  । ଚୂଡ଼ାନ୍ତ ହୋଇପାରୁନି ନାଁ । ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ…

ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍…

୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଭୋଟିଂ ଆରମ୍ଭ

ସିମଲା: ଆରମ୍ଭ ହେଲା ହିମାଚଳ ପ୍ରଦେଶ ଭୋଟିଂ । ଆଜି ହିମାଚଳ ପ୍ରଦେଶର ୬୮ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ସେଥିରୁ ୨୪ ଜଣ ମହିଳା…