Latest Odisha News

BREAKING NEWS

Browsing Tag

Himanta Biswa Sarma

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା…

ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ, ଆଜି ନିଷ୍ପତ୍ତି

ଗୌହାଟୀ: ଆସାମରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? କାହା ହାତରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କ୍ଷମତା ଡୋରି ଧରାଇବେ ? ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଆସାମରେ ବିଜେପି ବିଧାୟକ ଦଳ ନେତା ଚୟନ ନେଇ…