Latest Odisha News

BREAKING NEWS

Browsing Tag

HRD Minister

‘ଶିକ୍ଷା ମନ୍ତ୍ରାଳୟ’ ନାଁରେ ନାମିତ ହେଲା ‘ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ’

ନୂଆଦିଲ୍ଲୀ:ନୂତନ ଜାତୀୟ ଶିକ୍ଷାନୀତିକୁ ମିଳିଛି କ୍ୟାବିନେଟ ମୋହର । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାସହ କେନ୍ଦ୍ର କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି। ଆଜି…

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।…

ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଯୋଗୁଁ ନିଜ ଗୃହ ଜିଲ୍ଲାରେ ରହି ଯାଇଥିବା ସିବିଏସ୍‌ସି ଛାତ୍ରଛାତ୍ରୀ ବର୍ତ୍ତମାନ ନିଜ ଘରେ ବସି ବୋର୍ଡ ପରୀକ୍ଷା ଦେଇପାରିବା ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ । ଅଧିକ ପଢନ୍ତୁ: ଜୁନ ୩୦…

ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ଛାତ୍ରଛାତ୍ରୀ ପଢୁଥିବା ସ୍କୁଲରେ ଦେବେ । ନିଜ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ସେମାନଙ୍କୁ ବେଶୀ ଦୂର ଯିବାକୁ ପଡିବ ନାହିଁ । ସାମାଜିକ ଦୂରତ୍ୱ ନିୟମକୁୁ କଡାକଡି ଭାବେ ପାଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ମାନବ…

୨୦୨୧ରୁ ଜେଇଇ ମେନ୍ ପରୀକ୍ଷାରେ ସ୍ଥାନ ପାଇବ ଓଡିଆ ଭାଷା !

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡିଆ ଭାଷା ସାମିଲ କରିବା ଲାଗି କେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ୨୦୨୧ ମସିହାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଲାଗୁ କରାଯିବ । ଏହି ନିର୍ଣ୍ଣୟ ଫଳରେ ଓଡିଶାର ପ୍ରାୟ…