Latest Odisha News

BREAKING NEWS

Browsing Tag

hsc matric

ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଭାଇରାଲ ହେଲା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ଶୁକ୍ରବାର ଦିନ ପୁଣି ମାଟ୍ରିକ୍ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ଆଜି ମ୍ୟାଟ୍ରିକ ପରୀକ୍ଷା ଶେଷ ଦିନରେ ଛାତ୍ରଛାତ୍ରୀମାନେ ପରିକ୍ଷା…

ଭାଇରାଲ ମ୍ୟାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ନକଲି: ଡିଇଓ

ବଲାଙ୍ଗିର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ବୁଧବାର ଦିନ ପୁଣି ମାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ଏହି…