Latest Odisha News

BREAKING NEWS

Browsing Tag

IAF Chief

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ଏୟାର ମାର୍ଶଲ ରାଜେଶ କୁମାର ହେବେ ନୂତନ ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାଜେଶ କୁମାର ରବିବାର ଅର୍ଥାତ୍‌ ଜାନୁଆରୀ ୩୧ରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେ ଏୟାର ମାର୍ଶଲ ଏନଏସ ଧିଲନ୍‌ଙ୍କ ସ୍ଥାନ ଗ୍ରହଣ କରିବେ। ଏୟାର ମାର୍ଶଲ ଏନଏସ ଧିଲନ୍‌ ରବିବାର ଦିନ…

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ରାକେଶ ଭଦୌରିଆ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ରାକେଶ କୁମାର ଭଦୌରିଆ । ଏୟାର ମାର୍ଶଲ ବିଏସ ଧନୋଆ ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଉପ ମୁଖ୍ୟ ରାକେଶ କୁମାର ଭଦୌରିଆଙ୍କୁ ବାୟୁସେନାର ଚିଫ୍ ଭାବେ ନିଯୁକ୍ତ କରାଯାଇଛି ।…