Latest Odisha News

BREAKING NEWS

Browsing Tag

IIT Roorkee

IIT ରୁରକୀରେ ୯୦ ଛାତ୍ରଛାତ୍ରୀଙ୍କୁ କରୋନା, ସିଲ୍ ହେଲା ହଷ୍ଟେଲ

ରୁରକୀ: ଉତ୍ତରାଖଣ୍ଡ ରୁରକୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT)ର ୯୦ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଆଇଟି ରୁରକୀର ମିଡିଆ ସେଲ୍ ଇନଚାର୍ଜ ସୋନିକା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ପାଖାପାଖି ଶହେ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ…

କୋଭିଡ୍-୧୯ ଆଣ୍ଟି ଭାଇରାଲ ଗବେଷଣା କରିବ ଆଇଆଇଟି ରୁର୍କି; ମିଳିଲା ସବୁଜ ସଂକେତ !

ଡେହେରାଡୁନ: କରୋନା ଚିକିତ୍ସା ଉପଯୋଗୀ ଆଣ୍ଟି ଭାଇରାଲ ର ଅନୁସନ୍ଧାନ ଖୁବ ଶିଘ୍ର ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ରୁର୍କି ଠାରେ ଆରମ୍ଭ ହେବାକୁ ଯାଉଛି । ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ ତରଫରୁ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କ…