ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବିଜେଡି
ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ୍ଉ ପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।…