Latest Odisha News

BREAKING NEWS

Browsing Tag

India Corona Case

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଜାରି ରହିଛି । ଅନ୍ୟପଟେ ହ୍ରାସ୍ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି…

ଦିନକରେ ଦେଶରୁ ୭୫, ୮୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୬୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ଦେଶରେ ଦୈନିକ କମ୍ ସଂକ୍ରମିତ ଚିହ୍ନଟ…

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ…

ଦେଶରେ ୫୯ ଲକ୍ଷ ଟପିଲା କରୋନା କେସ୍, ମୃତ୍ୟୁସଂଖ୍ୟା ୯୩ ହଜାର

ନୂଆଦିଲ୍ଲୀ: ଦେଶର କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ହଜାର ୯୩୩କୁ ବୃଦ୍ଧି ପାଇଛି । ଦେଶେ ଏବେ ଲକ୍ଷେ ମୁହାଁ ହୋଇଛି କରୋନା ମୃତ୍ୟୁସଂଖ୍ୟା । ଏଣିକି…

୨୦୨୧ ଫେବ୍ରୁଆରୀ ବେଳକୁ ଭାରତରେ ପ୍ରତିଦିନ ଆସିବ ୨ ଲକ୍ଷ ୮୭ ହଜାର କରୋନା କେସ୍ !

ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ । କେବେ ୨୨ ତ ପୁଣି କେବେ ୨୫ ହଜାର ପଜିଟିଭ୍ କେସ ବାହାରୁଛି । ଆଗକୁ ଆସୁଛି କରୋନା ଝଡ଼ । ଛାତି ଧରାଇଲା ଭଳି ଭବିଷ୍ୟବାଣୀ କରିଛି ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି । ଗବେଷଣାରୁ…