Latest Odisha News
Browsing Tag

India Covid Situation

ଓଡ଼ିଶା ସମେତ ୫ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । କିଛି ରାଜ୍ୟରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର…

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି: ଅକ୍ସିଜେନ୍ ପ୍ରସ୍ତୁତ ରଖ, ଅକ୍ସିଜେନ୍ କଣ୍ଟ୍ରୋଲ୍ ରୁମ୍ ଖୋଲ

ନୂଆଦିଲ୍ଲୀ: ଦେଶରେ କରୋନା ଲମ୍ବା ଲମ୍ଫ ମାରୁଛି । ସଂକ୍ରମଣ ଉପରମୁହାଁ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ପ୍ରସ୍ତୁତ ରହିବା ପାଇଁ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । 48 ଘଣ୍ଟା ଅକ୍ସିଜେନ୍ ମହଜୁତ ରଖିବା ପାଇଁ ଚିଠିରେ…

କରୋନା ସ୍ଥିତି ନେଇ ଆଜି ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ…