Latest Odisha News

BREAKING NEWS

Browsing Tag

india

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ। ହୁରୁନ୍…

ସେପ୍ଟେମ୍ବରରେ ଭାରତ ଆସିବେ ଆବୁଧାବିର କ୍ରାଉନ୍ ପ୍ରିନ୍ସ

ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଆସନ୍ତା ମାସ ତଥା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ…

ଚିନ୍ତା ବଢାଇଲା ରିପୋର୍ଟ; ଦେଶରେ ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିଠାରୁ ଦେଶରେ ଛାତ୍ର ଆତ୍ମହତ୍ୟା ହାର ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି। ଗତ ୨୦ବର୍ଷ ମଧ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି…

ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ; ମୋଦିଙ୍କୁ କଲେ ଅପିଲ୍  

ନୂଆଦିଲ୍ଲୀ: ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଜାପାନର ରେନକୋଜି ମନ୍ଦିରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ମୃତଦେହର ଅବଶେଷକୁ ଭାରତକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ସେ ଶନିବାର…

ଭାରତ ଶରଣରେ ମୁଇଜୁ ସରକାର

ବଦଳିବାରେ ଲାଗିଛି ମାଲଡିଭିସ ସରକାରଙ୍କ ଭାରତ ବିରୋଧୀ ସ୍ୱର। ଭାରତ ବିରୋଧୀ ରାଜନୀତି କରି କ୍ଷମତାକୁ ଆସିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆଭିମୁଖ୍ୟ ନରମ ପଡିଛି । ଇଣ୍ଡିଆ ଆଉଟ୍ ନାରା ଦେଇ ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ ମୁଇଜୁ। ହେଲେ ଏମିତି କଣ ହେଲା ଯେ,…

ଅଦାନୀଙ୍କ ପରେ ଆଉ କିଏ ଟାର୍ଗେଟରେ, ଭାରତୀୟ ବଜାରକୁ ପୁଣି ଦୋହଲାଇବ କି ହିଣ୍ଡେନବର୍ଗ… 

ନୂଆଦିଲ୍ଲୀ: ହିଣ୍ଡେନବର୍ଗ। ଆମେରିକାର ଏହି ସର୍ଟ ସେଲିଂ କମ୍ପାନୀ ଗୌତମ ଅଦାନୀଙ୍କୁ ଏଭଳି ଟାର୍ଗେଟ କରିଥିଲା ଯେ ଆଜି ପର୍ଯ୍ୟନ୍ତ ଅଦାନୀ ଗ୍ରୁପ୍ ଭୁଲିପାରୁନଥିବ। ଏହି ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ଭାରତରେ ଆଉ ଏକ ବଡ ବିସ୍ଫୋରଣ କରିବାକୁ ଯାଉଛି। କମ୍ପାନୀ 'ଏକ୍ସ'ରେ ଏକ ପୋଷ୍ଟ…

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪: ପୁରୁଷ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ୍ୟ ସେନ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମି ଫାଇନାଲରେ ପରାଜିତ ହେଲେ ଲକ୍ଷ୍ୟ ସେନ। ସୂଚନା ଅନୁଯାୟୀ, ଡେନମାର୍କ ପ୍ରତିଦ୍ବିନ୍ଦୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ। ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ। ଏହି…

ନାସା ଜାରି କଲା ଭୟଙ୍କର ଭିଡିଓ; ଭାରତ ସମେତ ସାରା ଦୁନିଆରେ ବୁଲୁଛି କାର୍ବନ ଡାଇଅକ୍ସାଇଡ୍ 

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଅଧିକାଂଶ ବିକଶିତ ଦେଶ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରୁଛନ୍ତି। ଏହା ମଧ୍ଯରେ ଆମେରିକୀୟ ସ୍ପେସ୍ ଏଜେନ୍ସି (ନାସା) ଏକ ଭିଡିଓ ଜାରି କରିଛି, ଯେଉଁଥିରେ କାର୍ବନ ଡାଇଅକ୍ସାଇଡ୍ (Co2)ର ବାଦଲ ସମଗ୍ର…

ଚୀନ୍‌ର କାଳ ହେବ ଭାରତର ‘ଜୋରାୱର’

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଅତ୍ୟାଧୁନିକ ହାଲୁକା ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କରିଛି ଭାରତ, ଯାହା କି ଉତ୍ତର-ପଶ୍ଚିମ ସୀମାନ୍ତର ହାଇ ଅଲଟିଟ୍ୟୁଡ୍ ବା ଉଚ୍ଚ ସ୍ଥାନରେ ଖୁବ୍ ସହଜରେ ମୁତୟନ ହୋଇ ଶତ୍ରୁପକ୍ଷକୁ ଚ୍ୟାଲେଂଜ କରିବ । ଜୋରାୱର ନାମକ…

ନୂଆ ନ୍ୟାୟ ସଂହିତାରେ କ’ଣ ନୂଆ ?

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ନୂଆ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡିଶାରେ ରୁଜୁ ହୋଇଛି ପ୍ରଥମ ଏତଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏକ ହତ୍ୟା ଅଭିଯୋଗରେ ନୂଆ ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଚିନ୍ତାମଣିଶ୍ୱର ମନ୍ଦିର…