Latest Odisha News

BREAKING NEWS

Browsing Tag

indian

ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆ : ସାମ୍ନାକୁ ଆସିଲା ଅଷ୍ଟ୍ରେଲିଆର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଖଲିସ୍ତାନି ସମର୍ଥକ ମାନେ ଜାତୀୟ ପତାକା ଧରିଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଷ୍ଟ୍ରେଲିଆ ଟୁଡେ ଏକ ରିପୋର୍ଟ କରିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା । ଏଥିଲାଗି  ରାଜିନାମା ବା ବିବୃତି ଜାରି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି । କେବଳ ଏତିକି ନୁହେଁ  ପରିବେଶ ମନ୍ତ୍ରାଳୟ  ଆହୁରି କହିଛି ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା…

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି…

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ ଜରିଆରେ କରାଯିବ। ଏ ସମ୍ପର୍କରେ ଏକ ମାନକ ପରିଚାଳନା…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…