ଘରେ ବସି କିପରି ପୋଷ୍ଟଅଫିସ୍ ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ?
ଭୁବନେଶ୍ବର: ଯଦି ଆପଣଙ୍କର ଆରଡି ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି, ଆପଣଙ୍କୁ ଟଙ୍କା ଜମା କରିବାକୁ ପୋଷ୍ଟ ଅଫିସ୍ ଯିବାକୁ ପଡୁଥିବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ।
ହଁ , ଆଜ୍ଞା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆପ୍…