Latest Odisha News
Browsing Tag

IPS Deepak Kumar

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର

ଭୁବନେଶ୍ବର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର । ୨୦୦୪ ବ୍ୟାଚର ଆଇପିଏସ ଅଫିସର ଦୀପକ କୁମାର, ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ…