Latest Odisha News

BREAKING NEWS

Browsing Tag

IRCTC

ଜମ୍ମୁକାଶ୍ମୀର ବୁଲିବାକୁ ଚାହୁଁଛନ୍ତି ? ଆଇଆରସିଟିସି ଆଣିଲା ଆକର୍ଷଣୀୟ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଭାରତର ଭୂସ୍ୱର୍ଗ ଜମ୍ମୁକାଶ୍ମୀର ଯିବାକୁ ସମସ୍ତଙ୍କ ବେଶ୍ ଆଗ୍ରହ ଥାଏ । ଯଦି ଆପଣ ବି ଯିବାକୁ ଚାହୁଁଛନ୍ତି ଜମ୍ମୁକାଶ୍ମୀର ତାହେଲେ ଏ ଖବର ଆପଣଙ୍କ ପାଇଁ । ଆଇଆରସିଟିସି ପକ୍ଷରୁ ଭୁବନେଶ୍ୱରରୁ ଜମ୍ମୁକାଶ୍ମୀର ଭ୍ରମଣ ପ୍ୟାକେଜ୍ ରହିଛି । ଯେଉଁ ଟୁର୍ ପ୍ୟାକେଜରେ ଆପଣ ୫ ରାତି ଓ…

ପରୀକ୍ଷା ନଦେଇ ରେଲୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି (IRCTC), ନର୍ଥ ଜୋନ୍ ଅପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ…

ଏସବିଆଇ-ଆଇଆରସିଟିସି ସହିତ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛି, ରେଳ ଟିକେଟ ବୁକିଂ ଶସ୍ତା ହେବ

ନୂଆଦିଲ୍ଲୀ: ଅନଲାଇନ ଟିକେଟ୍ ବୁକିଂ କମ୍ପାନୀ ଆଇଆରସିଟିସି ଏବଂ ଏସବିଆଇ ମିଳିତ ଭାବେ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ମିଟିଂରେ କାର୍ଡ ଲଞ୍ଚ କରିଛନ୍ତି। ତିନୋଟି ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ କାର୍ଡ ସହିତ…

କାଲିଠୁ ଗଡ଼ିବ ୬ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ । ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି…

ଟ୍ରେନରେ ଯାତ୍ରୀଙ୍କୁ ମିଳିବନି ଚା, ଜଳଖିଆ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTCର ଜରୁରୀ ସୂଚନା । ଯାତ୍ରୀଙ୍କୁ ମିଳିବନି ଚା, ଜଳଖିଆ କିମ୍ବା ମିଲ୍ । ଏପରିକି ଷ୍ଟେସନରେ ଫୁଡ୍ ପ୍ଲାଜା, ରେଲୱେ କିଚେନ୍ ଏବଂ ଜନ ଆହାର ବନ୍ଦ ହେବ । କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରତିଷଧକମୂଳକ ପଦକ୍ଷେପ ନେଇଛି IRCTC । ଆସନ୍ତାକାଲିଠୁ…