ଆଇଟିଆଇ ଶିକ୍ଷକଙ୍କ ସହ ୨ ଗିରଫ, ପାକିସ୍ତାନକୁ ବିକ୍ରି କରୁଥିଲେ ଓଟିପି
ଭୁବନେଶ୍ୱର: ସ୍ପେଶାଲ୍ ଟାସ୍କ ଫୋର୍ସ (STF) ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଅଛନ୍ତି । ଅଭିଯୋଗ ଅନୁସାରେ, ଗିରଫ ୩ ଜଣ ପାକିସ୍ତାନୀ ଗୁଇନ୍ଦା ବିଭାଗ ଏବଂ ଆଇଏସ୍ଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ।
ଗିରଫ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ବଡ଼ପାଣ୍ଡୁସରର…