Latest Odisha News

BREAKING NEWS

Browsing Tag

ITR Chandipur

ଦେଶଦ୍ରୋହ ଅପରାଧରେ ଗିରଫ ଚାନ୍ଦିପୁର ଆଇଟିଆାର୍‌; ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଗାଁ ଲୋକେ

ଜଳେଶ୍ୱର : ପୁଣି ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌  । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପାଣାସ୍ତ୍ର ଘାଟି (ଆଇଟିଆାର୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ  । ଭାରତୀୟ…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଜଣେ ଗିରଫ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଚାକିରି କରୁଥିଲେ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ । ଆଇଟିଆରରେ କାର୍ଯ୍ୟରତ ଜଣେ ବରିଷ୍ଠ ଟେକ୍ନିକାଲ୍ ଅଫିସରଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ…

ଚାନ୍ଦିପୁର ଆଇଟିଆର୍ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତନାଘନା ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ ହୋଇଛି । ଏହି…

ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ଉତକ୍ଷେପଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ପୂର୍ବରୁ…