Latest Odisha News

BREAKING NEWS

Browsing Tag

Jagannath Sena

ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ; ରାସ୍ତାକୁ ଓହ୍ଲାଇଲା ଜଗନ୍ନାଥ ସେନା

ପୁରୀ:ବିଦେଶୀଙ୍କୁ ଜଗନ୍ନଥ ମନ୍ଦିର ଭିତରକୁ ପ୍ରବେଶ ଅନୁମତି କେତେଦୂର ଯଥାର୍ଥ ? ରାଜ୍ୟପାଳ ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମାଗିବା ପରେ ତେଜିଛି ଅସନ୍ତୋଷ । ରାଜ୍ୟପାଳଙ୍କର ଏପରି ନିବେଦନକୁ ତୀବ୍ର ବିରୋଧ କରିଛି ଜଗନ୍ନାଥ ସେନା ।  ପୁରୀରେ ଶ୍ରୀ ଜଗନ୍ନାଥ ସେନା ସଂଗଠନ ପକ୍ଷରୁ…

‘ରତ୍ନଭଣ୍ଡାର ଲୁଟ ହୋଇଛି ଜାଣି ସରକାର ମରାମତି କରୁନାହାନ୍ତି’

ପୁରୀ: ରତ୍ନ ଭଣ୍ଡାର ଲୁଟ ହୋଇଛି । ଏକଥା ସରକାର ଜାଣିଛନ୍ତି । ତେଣୁ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପୁଣି ତେଜିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ହାଇକୋର୍ଟରେ…

ପୁରୀ ଦଙ୍ଗାକୁ ୪ ବର୍ଷ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବଳିଦାନ ଦିବସ ପାଳନ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ଯବସ୍ଥାକୁ ନେଇ ବନ୍ଦ ପାଳନ ଓ ପୋଡ଼ାଜଳା ଘଟଣାକୁ ୪ ବର୍ଷ ପୂରିଛି । ୨୦୧୮ ଅକ୍ଟୋବର ୩ରେ ଶ୍ରୀଜଗନ୍ନାଥ ସେନା ପୁରୀରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ନେଇଥିଲା ଦଙ୍ଗାର ରୂପ । ବଡ଼ଦାଣ୍ଡରେ ବ୍ୟାପକ…

କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ? ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ସହ କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ । ଭକ୍ତମାନେ ନାଗାର୍ଜୁନ ବେଶର ଦର୍ଶନ କିଭଳି କରିବେ । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଧାର୍ମିକ ମତ ପାଇଁ ଲୋଡିଛି ଶ୍ରୀଜଗନ୍ନାଥ ସେନା । ଜଗତଗୁରୁଙ୍କ ଗୋବଦ୍ଧନ ପୀଠକୁ ଆସି ଶ୍ରୀଜଗନ୍ନାଥ ସେନା…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ SDJM କୋର୍ଟରେ ମାମଲା

ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…