ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଅଟକ ରଖିଛନ୍ତି । ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
BREAKING NEWS
- ସଂସଦରେ ଆଉ ଏକ ବଡ଼ ପରୀକ୍ଷା: ଐତିହାସିକ ସମ୍ବିଧାନ ସଂଶୋଧନ ପାଇଁ ଏନଡିଏକୁ ଲୋଡ଼ା ଆଉ ୬ ସାଂସଦଙ୍କ ସମର୍ଥନ
- ଆସୁଛି ଆଉ ଏକ ବଡ଼ ଲଘୁଚାପ: ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି
- ରଥଯାତ୍ରା ମଧ୍ୟରେ ପୁରୀରେ ବଡ଼ ବର୍ଷା: ଜଳମଗ୍ନ ବଡ଼ଦାଣ୍ଡ
- ମୌସୁମୀ ଅଧିବେଶନ ପୂର୍ବରୁ ବଦଳିଲା NDA ସଂସଦୀୟ ଦଳ ବୈଠକର ନାଁ
- ଇରାନ ଉପରେ ଆମେରିକାର ଘମାଘୋଟ ଏୟାର ଷ୍ଟ୍ରାଇକ୍: କ୍ରମାଗତ ସପ୍ତମ ରାତିରେ ଥରିଲା ସିରିକ୍
- ବିସିସିଆଇର ବଡ଼ ବୟାନ: ଲର୍ଡସ୍ ଦିନିକିଆ ନୁହେଁ ରୋହିତ ଶର୍ମାଙ୍କ ଶେଷ ମ୍ୟାଚ୍, ଅବସର ଗୁଜବ ଉପରେ ଲାଗିଲା ପୂର୍ଣ୍ଣଚ୍ଛେଦ
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
Comments are closed.