କବିତା : ଶ୍ରେଷ୍ଠ ଉପହାର
ଯଶୋବନ୍ତୀ ରାଉତ
କେବେ କେବେ ଚେଇଁ ଉଠେ ଗଣତନ୍ତ୍ର
ଜାତୀୟ ଦିବସ ନାଁରେ,
ସଭା ସମିତିରେ,
ସରକାରୀ ଅଫିସ ଆଉ କାର୍ଯ୍ଯାଳୟ ସାମନାରେ !
ଏଠି ଏମିତି ବର୍ଷ ତମାମ୍
ନୀରବି ଯାଇଥିବା ପାଦଚିହ୍ନମାନଙ୍କର ସମୀକ୍ଷା ଚାଲେ,
ଫୁଲମାଳଟେ, ଧୂପକାଠିଟେ ଦେଇ
ସେମାନଙ୍କୁ ପୁନର୍ବାର ଆସନ୍ତା…