Latest Odisha News
Browsing Tag

Jaya Bachchan

ଅମିତାଭ ବଚ୍ଚନଙ୍କ ବିରୋଧରେ ଜୟା ବଚ୍ଚନଙ୍କ ଅଭିଯୋଗ, କହିଲେ ମୋର ପ୍ରଶଂସା କରନ୍ତି ନାହିଁ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ହେଉଛି ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତୀକ ଯୋଡି। ସେମାନଙ୍କୁ ଅନେକ ପୁରସ୍କାର ଶୋ’ରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପୁଣି ଥରେ 'କୌନ ବନେଗା କରୋଡପତି ମଞ୍ଚ'ରେ ଏକାଠି ହୋଇଥିଲେ। ଯେଉଁଠାରେ ଜୟା ବଚ୍ଚନ ତାଙ୍କ ସ୍ୱାମୀଙ୍କ ଉପରେ…

ବିଜେପି ଉପରେ ଭୀଷଣ ବର୍ଷିଲେ ଜୟା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ଆଜି ବିଜେପି ଉପରେ ଭୀଷଣ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦିନେ କେବଳ 'ଲାଲ ଟୋପି' ହିଁ ତାଙ୍କୁ କୋର୍ଟକୁ ଟାଣିବ। ଆଗାମୀ ୟୁପି ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଭୟଭୀତ ହୋଇଥିବାରୁ ବିରୋଧୀ ଦଳ ବିରୋଧରେ ବିଜେପି ଆକ୍ରମଣ କରୁଛି।…

ଜୟାଙ୍କ ଭାଷଣ ପରେ, ବଚ୍ଚନଙ୍କୁ ମିଳିଲା ପୋଲିସ ସୁରକ୍ଷା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ମୁମ୍ବାଇ ଘର ବାହାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀମତି ବଚ୍ଚନ କହିଛନ୍ତି। ଜୁହୁରେ ଥିବା…

ଭଲ ଖବର: ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମୁମ୍ୱାଇ: ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି…