Latest Odisha News

BREAKING NEWS

Browsing Tag

Jharapada Jail

ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାଁ ଓ ଠିକଣା: ମିଳିବ ତିହାର ଜେଲ ସୁବିଧା

ଭୁବନେଶ୍ୱର:ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାମ । ଖାଲି ନାମ ବଦଳିବନି । ଠିକଣା ମଧ୍ୟ ବଦଳିଯିବ ।  ରାଜଧାନୀ ଉପକଣ୍ଠକୁ ଉଠିଯିବ ଏହି ଜେଲ ଏବଂ ଏହାର ନୂଆ ପରିଚୟ  ହେବ ଭୁବନେଶ୍ୱର ସେଣ୍ଟ୍ରାଲ ଜେଲ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ନିର୍ମାଣ କାମ ।  ଏଥିପାଇଁ ରାଜ୍ୟ ସରକାର ୪୫…

ନାଗ ଦମ୍ପତିଙ୍କ ଅଡୁଆ ବଢିଲା; ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ ପାଇଁ ପହଞ୍ଚିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର: ବଢୁଛି  ନାଗ ଦମ୍ପତିଙ୍କ ଅଡୁଆ । ହୋଇପାରେ ସମ୍ପତ୍ତି ବାଜ୍ୟାପ୍ତି । ପ୍ରକ୍ରିୟା ଆରମ୍ଭ କରି ଦେଇଛି ଇଡି । ଜଣଜଣ କରି ସମସ୍ତଙ୍କୁ ଟାଣି କରୁଛି ଜେରା । ଅର୍ଚ୍ଚନା, ଖଗେଶ୍ୱରଙ୍କୁ ଘନ ଘନ ଜେରା ପରେ ଏବେ ପାଳି ପଡିଛି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର ।  ପୁଣି  ଝାରପଡା…

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣଙ୍କୁ କରୋନା

ଭୁବନେଶ୍ୱର: ଜେଲରେ ବ୍ୟାପୁଛି କରୋନା । ଝାରପଡ଼ା ସ୍ୱତନ୍ତ୍ର ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଝାରପଡ଼େ ଜେଲରେ ୧୯୫ ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୯୬ ଜଣ କରୋନା ସଂକ୍ରମିତ ଥିବା…