Latest Odisha News

BREAKING NEWS

Browsing Tag

jio

ରିଲାଏନ୍ସ ଜିଓର ପ୍ରଥମ ତ୍ରୟମାସିକ (ଏପ୍ରିଲ୍ ରୁ ଜୁନ୍ ୨୦୨୦) ନିଟ୍ ଲାଭ ୧୮୩% ବୃଦ୍ଧି ପାଇ ୨୫୨୦ କୋଟି ଟଙ୍କା ହୋଇଛି

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧…

ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଓ ଆଇଓଏସ୍‌ରେ ଆସିଲା ଜିଓମାର୍ଟ ଆପ୍ପ୍‌

-ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଦଶ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍ ହୋଇଛି ଜିଓମାର୍ଟ ଆପ୍ପ୍‌ -ଆପ୍ପ ଆନି ତଥ୍ୟ ଅନୁଯାୟୀ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର୍‌ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ତୃତୀୟ ସ୍ଥାନ ଅଧିକାର କରିଛି ଜିଓମାର୍ଟ ଆପ୍ପ -ଓଡିଶାର ଭୁବନେଶ୍ୱର, କଟକ,…

ଜୁନ୍‌ରେ ୪ଜି ଡାଉନଲୋଡ ସ୍ପିଡରେ ଆଗୁଆ ରହି ପୁଣି ଥରେ ବାଜି ମାରିଲା ଜିଓ

-ଏୟାରଟେଲ ଓ ଭୋଡାଫୋନ ଆଇଡିଆଠାରୁ ଦୁଇ ଗୁଣରୁ ଅଧିକ ଜିଓର ୪ଜି ଡାଉନଲୋଡ ସ୍ପିଡ୍‌: ଟ୍ରାଇ ତଥ୍ୟ ଭୁବନେଶ୍ୱର : ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ଦ୍ୱାରା ଜୁନ ମାସ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ରେ ପୁଣି ଥରେ ସମସ୍ତଙ୍କଠାରୁ ଆଗରେ ରହିଛି ରିଲାଏନ୍ସ ଜିଓ ।…

୨୦୨୦ର ପ୍ରଥମ ତିନି ମାସରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଜିଓ’ର ଜୟଯାତ୍ରା ଜାରି: ଟ୍ରାଇ ତଥ୍ୟ

ଜିଓ ଓଡିଶାରେ ୩୭.୫୫% ଗ୍ରାହକ ବଜାର ଅଂଶ ଏବଂ ମାର୍ଚ୍ଚରେ ୧.୯ ଲକ୍ଷ ଉପଭୋକ୍ତାଙ୍କ ସହିତ ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି: ଟ୍ରାଇ ତଥ୍ୟ ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ…

ଜାନୁଆରୀ-ମାର୍ଚ୍ଚ ୨୦୨୦ରେ ଦିଲ୍ଲୀ ସର୍କଲରେ ରିଲାଏନ୍ସ ଜିଓ ୧.୮୨ କୋଟି ଗ୍ରାହକ ଯୋଡିଛି: ଟ୍ରାଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ | ଏହାର ପ୍ରମାଣ ଟ୍ରାଇ ରିପୋର୍ଟରେ ଦେଖିବାକୁ ମିଳିଛି | ଟ୍ରାଇ ରିପୋର୍ଟ ଅନୁଯାୟୀ, ଜାନୁଆରୀ-ମାର୍ଚ୍ଚ ୨୦୨୦ ରେ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଲା | ଏହି ସମୟ ମଧ୍ୟରେ କମ୍ପାନୀ ୧.୮୨ କୋଟି…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ।…

ଜିଓ ପକ୍ଷରୁ ଦୈନିକ ତିନି ଜିବି ଡାଟା ମିଳୁଥିବା ନୂତନ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଜିଓ  ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର…

ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି…

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…