Latest Odisha News

BREAKING NEWS

Browsing Tag

jio

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ।…

ଜିଓ ପକ୍ଷରୁ ଦୈନିକ ତିନି ଜିବି ଡାଟା ମିଳୁଥିବା ନୂତନ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଜିଓ  ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର…

ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି…

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…

ଜିଓ ଫାଇବରର ସ୍ୱତନ୍ତ୍ର ଯୋଜନା, ୧୦୦୦ ଜିବି ଡାଟା ଏବଂ ମାଗଣା କଲିଂ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗତ ବର୍ଷ ଜିଓଫାଇବର ସହିତ ବ୍ରଡବ୍ୟାଣ୍ଡ ସେଗମେଣ୍ଟରେ ପ୍ରବେଶ କରିଥିଲା। ଆମେ ଆପଣଙ୍କୁ ଜିଓ ଫାଇବରର ର ଏକ ଉତ୍ତମ ଯୋଜନା କହୁଛୁ, ଯେଉଁଥିରେ ଆପଣ ଅଧିକ ଲାଭ ପାଇବେ | ଜିଓଫାଇବରର ଏହି ଯୋଜନା ହେଉଛି ୧୯୯ ଟଙ୍କା | ଏହା ଏକ ସାପ୍ତାହିକ ଯୋଜନା | ଏହି ଯୋଜନାରେ…

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

‘ଜିଓ’ର ନୂଆ ନିୟମ; ଅନ୍ୟ ନେଟଓ୍ୱର୍କକୁ କଲ ପାଇଁ ଦେବାକୁ ପଡିବ ମିନିଟକୁ ‘ଛ’ ପଇସା

ନୂଆଦିଲ୍ଲୀ: ଆଜିଠାରୁ ଲାଗୁହେଲା ଜିଓର ନିୟମ । ଜିଓ ନେଟୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଏବେ ଦେବାକୁ ପଡିବ ଦେୟ । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ମିନିଟ୍‌ ପିଛା ଦେବାକୁ ପଡିବ 'ଛଅ ପଇସା' । ପୂର୍ବରୁ ଜିଓ ସମସ୍ତ ନେଟୱର୍କକୁ ମାଗଣା କଲ୍‌ ସେବା ଯୋଗାଇଦେଉଥିବା…

ବନ୍ଦ ହେବ ‘ବିଏସଏନଏଲ’ର ଅନଲିମିଟେଡ଼ କଲ

ଭୁବନେଶ୍ୱର: ଭାରତ ସରକାରଙ୍କ ଟେଲିକମ ସଂସ୍ଥା 'ବିଏସଏନଏଲ' ଅନଲିମିଟେଡ଼ କଲ ସେବା ବନ୍ଦ କରିବା ନେଇ ସୋମବାର ଘୋଷଣା କରିଛି । ବର୍ତ୍ତମାନ ଠାରୁ 'ବିଏସଏନଏଲ'ର ଦୈନିକ କଲ ଲିମିଟ ୨୫୦ ମିନିଟ ରହିବ । କମ୍ପାନୀ ଆଣୁଥିବା ନୂଆ ସ୍କିମ, ପ୍ରିପେଡ ପ୍ଲାନ ଯେମିତିକି ୧୮୬, ୪୨୯, ୪୮୫, ୬୬୬ ଓ…