Latest Odisha News

BREAKING NEWS

Browsing Tag

jobless

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ଗତ ୨ ମାସରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଯୋଗୁଁ ଦେଶରେ ୨.୨୭ କୋଟି ଲୋକ ଚାକିରି ହରାଇଛନ୍ତି। ଏ ନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଇଓ ମହେଶ ବ୍ୟାସ ସୂଚନା ଦେଇଛନ୍ତି। "ଦେଶରେ ମୋଟ ଚାକିରୀ ସଂଖ୍ୟା ୪୦ କୋଟି ରହିଛି। ଏହି ୪୦ କୋଟି ଲୋକଙ୍କ ମଧ୍ୟରୁ ଗତ ୨ ମାସ ମଧ୍ୟରେ…