ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା
ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି । ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ…