ଭାରତର ଏହି ସ୍ଥାନରେ ଏବେବି ଜଳୁଛି ସତୀଙ୍କ ଜିହ୍ୱା !
ଭୁବନେଶ୍ୱର: କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । ଏଠରେଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।
ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର । ଯେଉଁଠି କେଉଁ…