କବିତା ନିରଂତର : ଭାବର ବାହନ ଭାଷା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
ପଢ଼ିନାହିଁ ମୁହିଁ ଖୁବ୍ ବେଶି ବହି
ସ୍ବାନୁଭୂତିରୁ ଲେଖି ଆଉ କହି
ହୋଇଛିଁ କେବଳ ଜଣେ ଭାଷାପ୍ରେମୀ
ସାହିତ୍ଯ କାନନେ କେବେ ବି ନ ଭ୍ରମି
କାନରେ ଶୁଣି ମୁଁ ଶିଖିଅଛିଁ ଭାଷା
ସେ ଶୁଣାକଥାକୁ କରେଁ ମୁଁ ଭରସା…