Latest Odisha News

BREAKING NEWS

Browsing Tag

Karlapat Wildlife Sanctuary

ହାତୀ ମଡ଼କ ଘଟଣାରେ କାର୍ଯ୍ୟାନୁଷ୍ଠାନ: କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରିଛି ପ୍ରାଣୀ ସମ୍ପଦ ବିଭାଗ । ପଶୁ ସମ୍ପଦ ଅତିରିକ୍ତ…

ସାହାଣ ନେଉଛି ଗଜରାଜଙ୍କ ଜୀବନ, କର୍ଲାପାଟ ଅଭୟାରଣ୍ୟରେ ହାତୀ ଛୁଆ ମୃତ

ଭବାନୀପାଟଣା: ବିପଦରେ ଗଜରାଜ । ଭୂତାଣୁ ନେଉଛି ଜୀବନ । ଗତ ୧୪ ଦିନ ମଧ୍ୟରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁକୁ ନେଇ ସାଧାରଣ ଲୋକଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦବେଗ୍ ପ୍ରକାଶ କରିଥିଲେ । କାରଣ ଖୋଜୁ ଖୋଜୁ ଜଣାପଡ଼ିଥିଲା ସାହାଣ ରୋଗରୁ ଯାଉଛି…

ହାତୀ ମୃତ୍ୟୁ ଘଟଣା: କର୍ଲାପାଟ ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଅନୁଧ୍ୟାନ ଆରମ୍ଭ କରିଛି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଥିଲା । ଏବେ ଅଭୟାରଣ୍ୟରେ ମୃତ୍ୟୁର ଖୋଳାତାଡ ଚାଲିଛି । ଅନୁଧ୍ୟାନକାରୀ ଟିମରେ ସେଣ୍ଟର ଅଫ୍‌ ୱାଇଲଡ୍‌ ଲାଇଫ୍‌ର…