Latest Odisha News

BREAKING NEWS

Browsing Tag

Kaziranga National Park

ଆସାମ ବନ୍ୟାରେ ବୁଡିଲା କାଜିରଙ୍ଗା ଜାତୀୟ ଉଦ୍ୟାନ, ଭାସିଗଲେ ୧୭ ଜୀବଜନ୍ତୁ

ଆସାମ: ଆସାମରେ ବନ୍ୟା ଯୋଗୁଁ ଜଳମଗ୍ନ ହୋଇପଡିଛି କାଜିରଙ୍ଗା ଜାତୀୟ ଉଦ୍ୟାନ। ବନ୍ୟା ପାଣି ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜୀବଜନ୍ତୁଙ୍କୁ ବନ୍ୟା ଜଳରୁ ଉଦ୍ଧାର କରାଯାଇଛି। ଏନେଇ ଉଦ୍ୟାନର ଜ‌ଣ‌େ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟା ଜଳରେ…

ସାତ ମାସ ପରେ ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ । କରୋନା ଓ ଲକଡାଉନ୍ ଯୋଗୁ ସାତ ମାସ ବନ୍ଦ ରହିଥିଲା । ଆଜି ପୁଣି ଥରେ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସି । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ଜିପ୍ ସଫାରିକୁ କେବଳ…