Latest Odisha News

BREAKING NEWS

Browsing Tag

keonjhar news

୧୧ କେଭି ବିଦ୍ୟୁତ ନେଲା ଆଇଟିଆଇ ଛାତ୍ରଙ୍କ ଜୀବନ , ଅନ୍ୟଜଣେ ଗୁରୁତର

କେନ୍ଦୁଝର : ୧୧ କେଭି ବିଦ୍ୟୁତ ତାର ନେଲା ଛାତ୍ରଙ୍କ ଜୀବନ । କେନ୍ଦୁଝର ବଡବିଲ ଆଇଟଆଇ ଶିକ୍ଷାନୁଷ୍ଠାନ ପରିସରରେ ଆଜି ଏକ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣକ ଫିଟର ଟ୍ରେଡ ପଢ଼ୁଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲାର…

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଚାରିଆଡେ…