ଆସିଲା ‘କେଜିଏଫ-୨’ର ପୋଷ୍ଟର, ଭୟଙ୍କର ଲୁକ୍ରେ ସଂଜୟ ଦତ୍ତ
ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍କମିଂ ଆକ୍ସନ ଫିଲ୍ମ ‘କେଜିଏଫ-୨ର ପୋଷ୍ଟର । ଏହି ପୋଷ୍ଟରରେ ସଂଜୟ ଦତ୍ତଙ୍କ ଲୁକ୍କୁ ରିଲିଜ କରାଯାଇଛି । ଏଥିରେ ସେ ପୁରା ଦମ୍ଦାର୍ ଲୁକ୍ରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ପୁରା ଭୟଙ୍କର ରହିଛି । ସଂଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ କେଜିଏଫ୍ ଫିଲ୍ମ…