ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର
ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।…