ଗଞ୍ଜାମକୁ କାଟିଦେଲେ ଖୋର୍ଦ୍ଧା ଓ ରାୟଗଡ଼ା
ଭୁବନେଶ୍ୱର: ରାଜ୍ୟରେ ୯୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରେଡହଟ୍ ଥିବା ଗଞ୍ଜାମରେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଟେନସନ୍ ବଢ଼ାଇଛି ଖୋର୍ଦ୍ଧା । ନୂଆ ହଟସ୍ପଟ ହେଲାଣି ରାୟଗଡ଼ା ।
ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା-ରାୟଗଡ଼ା…