ଖୁସି କପୁର କରୋନା ପଜିଟିଭ
ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍ କ୍ବାରେଣ୍ଟାଇନ୍ରେ ମଧ୍ୟ ଥିଲେ।
ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ବୋନି କପୁର ଏବଂ ଜାନଭି କପୁର ଙ୍କ…