Latest Odisha News

BREAKING NEWS

ଖୁସି କପୁର କରୋନା ପଜିଟିଭ

ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍‌ କ୍ବାରେଣ୍ଟାଇନ୍‌‌ରେ ମଧ୍ୟ ଥିଲେ।

ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଛି। ତେବେ ବୋନି  କପୁର ଏବଂ ଜାନଭି କପୁର ଙ୍କ ରିପୋର୍ଟ ପଜିଟିଭ କି ନେଗେଟିଭ ତାହା ଏଯାଏ ଜଣାପଡ଼ିନାହିଁ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଖୁସି କପୁର ତାଙ୍କ ସୋସିଆଲ ମିଡିଆରେ ଏ ବିଷୟରେ କୌଣସି ପୋଷ୍ଟ କରିନାହାଁନ୍ତି। ଇ-ଟାଇମ୍ସ ଅନୁଯାୟୀ, ତାଙ୍କର କରୋନା ପଜିିଟିଭ ଥିବା ଜଣାପଡ଼ିଛି।

Leave A Reply

Your email address will not be published.