Latest Odisha News

BREAKING NEWS

Browsing Tag

KIIT

କିଟରେ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ଫୋରମ୍‍ର ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ହେଉଛି ସାମାଜିକ ଉତ୍‍ଥାନର ଚାବି କାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଛନ୍ତି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମର ମିଳିତ ଆନୁକୁଲ୍ୟରେ ଅପ୍‍ଟିମାଇଜିଂ ଲର୍ଣ୍ଣିଂ ଲ୍ୟାଣ୍ଡସ୍କେପ୍‍ ଉପରେ…

ଶେଷ ହେଲା କିଟ୍‍ ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଦୀର୍ଘ ୩ମାସ ଧରି ଚାଲିଥିବା କିଟ୍‍ର ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ଶାନ୍ତି ଶୃଙ୍ଖଳାର ସହ ଉଦ୍‍ଯାପିତ ହୋଇଛି । କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ କିଟ୍‍ ଉତ୍ସବମୁଖର ରହିଥିଲା । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ନିରାଡ଼ମ୍ବର…

କିଟରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୪ ହଜାର ୩୦ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର: କିଟ୍‍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍‍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍‍ କାର୍ଣ୍ଣିଭାଲ୍‍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

କିଟ୍ କାର୍ନିଭାଲ ଷ୍ଟାର ନାଇଟ୍‌ରେ ସୁନିଧିଙ୍କ ଧୁନ୍‌ରେ ନାଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍‌ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍‌ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍‌ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର  ହିଟ୍  ଗୀତ ପରିବେଷଣ କରିଥିଲେ।…

ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକନିକ ମଧ୍ୟରେ କିଟ୍‍ ପଲିଟେକନିକ୍‍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ (ଏନ୍‍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍‍ନିକ୍‍ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ଏନ୍‍ବିଏ ପକ୍ଷରୁ କିଟ୍‍ ପଲିଟେକ୍‍ନିକର ୩ଟି…

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ…

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ…

କିଟରେ ହକି ବିଶ୍ୱକପ୍‍ ଟ୍ରଫି, ଅଲିମ୍ପିଆନଙ୍କ ସମେତ ୧୫ ହଜାର କ୍ରୀଡ଼ାବିତଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍…

ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ…

ସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ ସରକାରୀ,…