Latest Odisha News

BREAKING NEWS

Browsing Tag

KIIT

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍…

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଭୁବନେଶ୍ବର : କିଟ୍ ଓ କିସର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ସମେତ ୩୪ଟି ସ୍ଥାନରେ ପାଳିତ ହୋଇଛି ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ । ଭର୍ଚ୍ଚୁଆଲ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ଉପରେ…

କିମ୍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର: ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶନିବାର କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ…

କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ: ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ…

ରେକର୍ଡ ସୃଷ୍ଟି କଲା କିଟ୍: କୋଭିଡ ୧୯ ମହାମାରୀରେ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ୍ !

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ର ବିକ୍ଷୁବ୍ଧ ପରିସ୍ଥିତି ମଧ୍ୟରେ କିଟରେ ଆମାଜନ କମ୍ପାନୀ ସର୍ବାଧିକ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ ଦେଇ ଏକ ରେକର୍ଡ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆମାଜନ୍‌, ଆସେନଚର୍‌, କାପ୍‌ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି ମୋଟ ୧୫୦ କମ୍ପାନୀ ଚଳିତବର୍ଷ…

ଓଡିଆ ଝିଅ ସୌମ୍ୟା ହାତେଇଲେ ‘ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍

ଭୁବନେଶ୍ୱର : ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍ ଜିତି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡିଆ ଝିଅ ସୌମ୍ୟା ପ୍ରଧାନ । ସେ ପାଖାପାଖି ୨୯ଟି ରାଜ୍ୟରୁ ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାର ଏହି ବିଜୟ ମୁକୁଟ୍ ଅକ୍ତିଆର କରିଛନ୍ତି । ଏଥିସହିତ ସୌମ୍ୟା ନିଜର ପ୍ରତିଭା ବଳରେ…