Latest Odisha News

BREAKING NEWS

Browsing Tag

KIMS

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି ।…

କିମ୍‍ସ କ୍ୟାନସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା…

କିମ୍‌ସରେ ବିଶ୍ୱ କିଡନୀ ଦିବସ ପାଳିତ

ଭୁବନେଶ୍ୱର: କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ । ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ…

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ…

ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ ସନ୍ତୁଳିତ ଜୀବନଚର୍ଯ୍ୟା: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ବୟସା ଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା । ଏବେ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଏବଂ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର…

କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁ ଫୁସଫସରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (କିମ୍ସ)ରେ ଜଣେ ୭ ବର୍ଷ ବୟସ୍କ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଶିଶୁଟିର କ୍ଷୀରଦାନ୍ତ ବୃଦ୍ଧି ପାଇ ଶ୍ୱାସପଥକୁ ଅବରୋଧ କରିଥିଲା । ଏଥିଯୋଗୁଁ ଫୁସଫୁସରେ ଶ୍ୱାସ ପ୍ରକ୍ରିୟା ଅସ୍ୱାଭାବିକ ହୋଇପଡ଼ିବା…